ଅମୀମାଂସିତ ଭାବେ ଶେଷ ହେଲା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୩ୟ ଟେଷ୍ଟ୍‍ ମ୍ୟାଚ

ନୂଆଦିଲ୍ଲୀ: ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ ୫ ଦିନରେ ଅମୀମାଂସିତ ଭାବେ ଶେଷ ହୋଇଛି। ରବିବାର ସନ୍ଧ୍ୟା ବେଳେ ଚାଲିଥିବା ପଞ୍ଚମ ଦିନର ଏହି ମ୍ୟାଚ୍‌ରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ସୁନ୍ଦର ବ୍ୟାଟିଙ୍ଗ୍‌ ପ୍ରଦର୍ଶନ କରିବା ସହ ନଟ୍‌ ଆଉଟ୍‌ ରହିଛନ୍ତି। ୧୬୧ଟି ବଲ୍‌ର ସମୁଖୀନ ହୋଇ ବିହାରୀ ୨୩ ରନ୍‌ କରିଥିବା ବେଳେ ୧୨୮ ବଲ୍‌ ଖେଳି ଅଶ୍ୱିନୀ … Continue reading ଅମୀମାଂସିତ ଭାବେ ଶେଷ ହେଲା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୩ୟ ଟେଷ୍ଟ୍‍ ମ୍ୟାଚ